ଭୁବନେଶ୍ୱର: ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି କମିଟି ଗଠନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। କମିଟିରେ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ, ଆଇ ଏଲ ଏସ ନିର୍ଦ୍ଦେଶକ ଓ ଆର୍ ଏମ୍ ଆର୍ ସି ନିର୍ଦ୍ଦେଶକ ଅଛନ୍ତି। ପ୍ରତିକାର ବ୍ୟବସ୍ଥା ନେଇ କାମ କରିବ କମିଟି।
powered by social2s

