କଟକ ଶିଶୁଭବନରେ ଅଗ୍ନିକାଣ୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଶିଶୁଭବନ ICU ରେ ଆଜି ଏକ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ଇଲେକ୍ଟ୍ରିକ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ନିଆଁ ଆୟତ କଲା ପରେ ଶିଶୁଭବନର ବିଦ୍ୟୁତ ସେବା ବିଛିନ୍ନ କରିଛନ୍ତି କତ୍ତୃପକ୍ଷ। କିଛି ବିଦ୍ୟୁତ ତାର ଜଳିଯାଇଥିବା ସୂଚନା ମିଳିଛି।

powered by social2s