କୁଆଖାଇ ନଦୀରେ ବୁଡ଼ି ନାବାଳକ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଭୁବନେଶ୍ୱର ବାଂକୁଆଳ ନିକଟ କୁଆଖାଇ ନଦୀରେ ସ୍ଥାନୀୟ ଚାରିଜଣ ନାବାଳକ ଗାଧୋଉ ଥିବା ଅବସ୍ଥାରେ ଗଭୀର ପାଣିକୁ ଚାଲି ଯିବାରୁ ଜଣେ ନାବାଳକ ବୁଡିଯାଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପିଲାଟିକୁ ପାଣିରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ମାତ୍ର ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ।

powered by social2s