ଭୁବନେଶ୍ୱର: ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ବିଜେପିର ଏକ ୧୫ ଜଣିଆ ଦଳ ମୟୂରଭଞ୍ଜ ସିମିଳିପାଳ ଅଭୟାରଣ୍ୟ ଯାଇଛନ୍ତି। ସେଠାରେ ବନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ଓ ସମୀକ୍ଷା କରିବେ ଏହି ପ୍ରତିନିଧି ଦଳ। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏହି ଦଳ ଗସ୍ତ କରିଛନ୍ତି ଶିମିଳିପାଳ। ଗସ୍ତପରେ ବିଧାନସଭା ରେ ଏ ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ତଥ୍ୟ ରଖିବେ।
powered by social2s

