କଟକ ଏସ ସି ଵି ମେଡିକାଲ ରେ ନିର୍ମାଣ ହେବ ୨୧ ମହଲା କୋଠା: ମନ୍ତ୍ରୀ ପ୍ରତାପ ଜେନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କଟକ ଏସ ସି ବି ମେଡିକାଲ ରେ ଖୁବ ଶୀଘ୍ର ନିର୍ମାଣ ହେବ ୨୧ ମହଲା କୋଠା। ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ରେ ଏକ ଅତ୍ୟାଧୁନିକ ବିବାହ ମଣ୍ଡପ ନିର୍ମାଣ କରାଯିବ ଏବଂ ତାରକା ହୋଟେଲ ପ୍ରତିଷ୍ଠା ପାଇଁ ବିଭିନ୍ନ ବଡ଼ ସଂସ୍ଥାଗୁଡ଼ିକ ସହ ଆଲୋଚନା ଜାରି ରହିଛି। କଟକ ସହରରେ ଥିବା ସମସ୍ତ ପୋଖରୀ ଗୁଡିକୁ ନୂଆ ରୂପ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

powered by social2s