କାଲିଠୁ ଲିଙ୍ଗରାଜଙ୍କ ସେବାୟତ ନେବେ କୋଭିଡ ଟୀକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆସନ୍ତା କାଲିଠୁ ପ୍ରଭୁ ଲିଙ୍ଗରାଜ ମନ୍ଦିରର ସେବାୟତ ନେବେ କୋଭିଡ ଟୀକା। ପ୍ରାୟ ୩୦୦ ସେବାୟତଙ୍କୁ ଦିଆଯିବ ଟୀକା। ବି ଏମ ସି ହସ୍ପିଟାଲରେ ହେବ ସେବାୟତଙ୍କ ଟୀକାକରଣ।

powered by social2s