କଟକ: କଟକ ବାରବାଟୀ ଦିନିକିଆ ପାଇଁ ଅଧଘଣ୍ଟାରେ ସରିଲା ୨ ଓ ୪ ନଂ ଗ୍ୟାଲେରି ଟିକେଟ୍। ଫେବୃଆରୀ ୫ ଓ ୬ ତାରିଖରେ କାଉଁଟରରେ ମିଳିବ ଟିକେଟ୍। ୯ ତାରିଖରେ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍।
powered by social2s