ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ଉପରେ କଟକଣା ଲଗାଇଲେ ଓଡ଼ିଶା ସରକାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ଉପରେ କଟକଣା ଲଗାଇଲେ ଓଡ଼ିଶା ସରକାର। ଘରେ ରହି ପରିବାର ଲୋକଙ୍କ ସହ ହୋଲି ଖେଳିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପରାମର୍ଶ ଦେଇଛନ୍ତି । ଦୋଳ ଯାତ୍ରାରେ ଧାର୍ମିକ ଓ ସାଂସ୍କୃତିକ ସମାବେଶ କରିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। କେବଳ ପରମ୍ପର ମୁତାବକ ମନ୍ଦିରରେ ହେବ ପୂଜାର୍ଚ୍ଚନା।

powered by social2s