ଏ ବର୍ଷ ହେବନି ଗଞ୍ଜାମ ର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବରମପୁର: ଚଳିତ ବର୍ଷ ହେବନି ଗଞ୍ଜାମ ର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା। ପ୍ରଶାସନ ର କୋଭିଡ କଟକଣା ଯୋଗୁଁ ଯାତ୍ରା ବନ୍ଦ ନେଇ ଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ୭ ରୁ ୧୫ ଦିନ ମଧ୍ୟରେ ଯାତ୍ରା କରିବା ସମ୍ଭବ ନୁହେଁ । ଆମେ ୨୧ ଦିନ ଯାତ୍ରା ପାଇଁ ଅନୁମତି ମାଗିଥିଲୁ। ଘଟ ପରିକ୍ରମା ବନ୍ଦ କରିବା ପାଇଁ ମଧ୍ୟ ପ୍ରଶାସନ କହିଥିଲେ।

powered by social2s