କୋରାପୁଟରେ ୩ କୁଇଣ୍ଟାଲ ଗଞ୍ଜେଇ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ସଗର ଛକ ନିକଟରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୪ ଜଣଙ୍କୁ ଗିରଫ କରିଛି ମାଛକୁଣ୍ଡ ଲମତାପୁଟ ପୋଲିସ। ୪ ଜଣଙ୍କ ମଧ୍ୟରୁ ୨ ଜଣ ହରିୟାଣା ଓ ଦୁଇ ଜଣ କୋରାପୁଟ ର ବାସିନ୍ଦା ବୋଲି ଜଣା ପଡ଼ିଛି। ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ଦୁଇଟି ଅଟୋ ଜବତ ହୋଇଛି। ମାଛକୁଣ୍ଡ ରୁ ହରିଆଣା ଚାଲାଣ ହେଉଥିଲା ଗଞ୍ଜେଇ। ଏହି ସୂଚନା ଦେଇଛନ୍ତି ନନ୍ଦପୁର SDPO ସଂଜୟ ମହାପାତ୍ର।

powered by social2s