ଏ ବର୍ଷ ୭ ଦିନ ହେବ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଏ ବର୍ଷ ୭ ଦିନ ହେବ ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା। କୋଭିଡ ନିୟମରେ ଯାତ୍ରା କରିବା ପାଇଁ ଅନୁମତି ଦେଲା ବ୍ରହ୍ମପୁର ମୁନିସିପାଳ କର୍ପୋରେସନ।

powered by social2s