କୋରାପୁଟ: କୋରାପୁଟ ଜିଲ୍ଲା କାକିରିଗୁମା ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ହୋଇ ଡ୍ରାଇଭର ଗୁରୁତର ହୋଇଛି।
ଖଡିପଦର ଛକ ନିକଟରେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଡିପ୍ପର।
ଡିପ୍ପର ଜବତକରି ତଦନ୍ତ ଆରମ୍ଭ କରିଛି କାଜିରିହୁମା ପୁଲିସ।
powered by social2s