ଭୁବନେଶ୍ୱର: କୋଭିଡ ନିୟମ ଉଲଂଘନ ଅଭିଯୋଗ ରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୬ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ଅମନୀୟଙ୍କ ଠାରୁ ୭୬୩ ଟି ଗାଡ଼ି ଜବତ କରି ୨୨ ଲକ୍ଷ ୫୮ ହଜାର ୧୦୦ ଟଙ୍କା ଆଦାୟ କରିଛି ପୋଲିସ। ଏ ନେଇ ଓଡ଼ିଶା ପୋଲିସ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି।
powered by social2s