ଭୁବନେଶ୍ୱର: ମାର୍ଚ୍ଚ ୩୦ ରୁ ଗଡ଼ିବ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଟ୍ରେନ।
ଭୁବନେଶ୍ୱରରୁ ଅପରାହ୍ନ ୪ ଟା ୪୫ ରେ କେନ୍ଦୁଝରଗଡ଼କୁ ଯିବ ମେମୁ ଟ୍ରେନ। କେନ୍ଦୁଝରଗଡ଼ରୁ ସକାଳ ୬ ଟା ୩୦ ରେ ଭୁବନେଶ୍ୱରକୁ ଛାଡ଼ିବ ମେମୁ। ଏପ୍ରିଲ ୫ ରୁ ପୁରୀ ଓ ଅନୁଗୁଳ ମଧ୍ୟରେ ଚାଲିବ ମେମୁ ଟ୍ରେନ।
powered by social2s

