ଭୁବନେଶ୍ୱର: ଭୁବନେଶ୍ୱରରେ ସୁରକ୍ଷିତ ହୋଲି ପର୍ବ ପାଳନ ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ ପୋଲିସ । ରଜାଧନୀରେ ମୁତୟନ ହେବେ ୨୦ ପ୍ଳାଟୁନ ପୋଲିସ ଫୋର୍ସ। ସବୁ ଗାଧୁଆ ଘାଟରେ ରହିବେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ। ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ଉଠାଇ ନେବ ପିସିଆର୍ ଭ୍ୟାନ୍। ମଦ ପିଇ ହୋଲି ଖେଳିଲେ ଗିରଫ କରାଯିବ ବୋଲି କହିଲେ ଡିସିପି।
powered by social2s