ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ କରି ୩୭ ଟପିଲା ଭୁବନେଶ୍ବର ତାପମାତ୍ରା। ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୭.୪ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ସମ୍ବଲପୁର ୩୯.୮, ରାଉରକେଲା ୩୯, ହୀରାକୁଦ ୩୮.୮, ଚାନ୍ଦବାଲି ୩୭.୪ ଓ କେନ୍ଦୁଝର ୩୬.୬ ହୋଇଛି।
powered by social2s