ଗିରଫ ହେଲେ ରାଜା ଚକ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଦ୍ଵାରା ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର । ରାଜା ଚକ୍ର ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସୂଚନା। ପାରିପାର୍ଶ୍ବିକ ଉନ୍ନତିରେ ହୋଇଛି ବଡ଼ ଦୁର୍ନୀତି। ୩୪ କୋଟି ଟଙ୍କା ହଡ଼ପ ହୋଇଛି। ଆୟକର ଓ ଶ୍ରମ ଆଇନର ହୋଇଛି ଉଲ୍ଲଂଘନ। ୩୩ କୋଟି ଟଙ୍କା ଗାଁ ଲୋକଙ୍କୁ ବଣ୍ଟା ଯାଇଥିବା କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

powered by social2s