ଭୁବନେଶ୍ୱର: ଓଡିଶାରେ କରୋନାର ୩ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଛି। କିନ୍ତୁ ରାଜ୍ୟରେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ନାହିଁ। ଭାରତରେ ୧୮ଟି ରାଜ୍ୟରେ ଚିହ୍ନଟ ହେଲାଣି ଡବଲ ମ୍ୟୁଟାଣ୍ଟ ଭାଗରସ୍। ଏହି ଭାଇରସ୍ ଅଧିକ ବେଗରେ ସଂକ୍ରମଣ କରିଥାଏ। ଏଯାଏ ଦେଶରେ ୭୭୧ ଜଣଙ୍କ ଠାରେ ବିଦେଶୀ ଷ୍ଟ୍ରେନ ଠାବ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୩୪ ଜଣଙ୍କ ଠାରେ ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ, ଜଣଙ୍କ ଠାରେ ବ୍ରାଜିଲ ଭାଇରସ୍ ଓ ୭୩୬ ଜଣଙ୍କ ଠାରେ ବ୍ରିଟେନର ନୂଆ ଷ୍ଟ୍ରେନ ଠାବ ହୋଇଛି।
powered by social2s

