ଭୁବନେଶ୍ୱର: ମାର୍ଚ୍ଚ ୨୮ ତାରିଖରେ ଓଡ଼ିଶାର ୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ଆଶଙ୍କା ଥିବା କହିଛି ପାଣିପାଗ ବିଭାଗ। ଏହା ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହାକୁ ନେଇ ୬ ଜିଲ୍ଲାରେ ୟେଲୋ ୱର୍ନିଙ୍ଗ ଜାରି କରାଯାଇଛି। ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା।
powered by social2s

