ଏପ୍ରିଲ୍ ୨ ରେ ଉପରାଷ୍ଟ୍ରପତି କରିବେ ଓଡିଶା ଗସ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏପ୍ରିଲ  ୨ ରେ କରିବେ ଓଡିଶା ଗସ୍ତ।

ଉପରାଷ୍ଟ୍ରପତି ଆଦି କବି ସାରଲା ଦାସଙ୍କ ୬୦୦ ତମ ଜନ୍ମବାର୍ଷିକୀ ପାଳନ ଉତ୍ସବକୁ ଉଦଘାଟନ କରିବେ ।

ଗସ୍ତର ପ୍ରଥମ ଦିନରେ କଟକ ସ୍ଥିତ ସାରଳା ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସେ ଏପ୍ରିଲ ୩ ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବେ।

powered by social2s