ଦୋଳ ପୂର୍ଣ୍ଣିମା ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ପୁରୀ: ଦୋଳ ପୁର୍ମୀମା ଉପଲକ୍ଷେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି।

 

ଆଜି ଦୁର୍ଲଭ ସୁନାବେଶ ରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ।

 

ପବିତ୍ର ଫାଲଗୁନ ପୂର୍ଣ୍ଣମୀ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଦୋଳ ମେଳଣ ପର୍ବ ଅନୁଷ୍ଠିତ ହେଉଛି।

କନହେଇଲାଲ ଜୀଉଙ୍କ ପ୍ରାଙ୍ଗଣରେ ହାଟପଡ଼ିଆରେ ଏହି ମେଳଣ ପର୍ବ ଆରମ୍ଭ ହୋଇଛି।

ସମସ୍ତ କୋଭିଡ ଗାଇଡଲାଇନ ମାନି ପର୍ବ ପାଳନ ହେଉଛି। କୋଭିଡ ସ୍ଥିତିକୁ ନଜରରେ ରଖି ଏ ବର୍ଷ ଅବିର ଖେଳ ଉପରେ କଟକଣା ଲାଗିଛି।

 

powered by social2s