ପୁରୀ: ଚଳିତ ବର୍ଷ ପୁରୀ ଚନ୍ଦନ ଚାପରେ ବାଣ ଫୁଟା ଉପରେ ରୋକ ଲଗାଇଲେ ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଚନ୍ଦନ ଚାପ ସମୟରେ ଖୋଲିବ ୨ଟି ପ୍ରାଥମିକ ଚିକିତ୍ସା ସହାୟତା କେନ୍ଦ୍ର। ସେବାୟତ ଓ ଭକ୍ତଙ୍କ ପାଇଁ ହେବ ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥା।
powered by social2s

