କଟକ: କଟକ-ପାରାଦୀପ ରାସ୍ତାରେ ପିସିଆର୍ ଭ୍ୟାନ୍ କୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା। କଟକ ଗତିରାଉତପାଟଣାରେ ଭୋର ସମୟରେ ପାଟ୍ରୋଲିଂ ବେଳେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ହୋମ୍ଗାର୍ଡ ଓ OAPS କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ହୋମଗାର୍ଡ ଜଗବନ୍ଧୁ ମାହାଳି ଓ ଲୋକନାଥ ସବର।
powered by social2s

