ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ଜଣେ ଭକ୍ତ ବାନ୍ତି କରିବାରୁ ହେଲା ମହାସ୍ନାନ। ଭିତର କାଠ ନିକଟରେ ଦର୍ଶନ କରୁଥିବା ବେଳେ ଘଟିଛି ଅଘଟଣ। ଶ୍ରୀଜୀଉଙ୍କ ଗୁପ୍ତ ନୀତି ଯୋଗୁଁ କିଛି ସମୟ ବନ୍ଦ ରହିଥିଲା ସାଧାରଣ ଦର୍ଶନ।

powered by social2s