ଦୋକାନୀଙ୍କୁ ମାଡ଼ ମାରି ୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକଙ୍କଠୁ ଲୁଟ୍ ହୋଇଛି। ଗତକାଲି ରାତିରେ ଦୋକାନ ବନ୍ଦ କରି ଯିବାବେଳେ ଲୁଟ୍ ର ଶିକାର ହୋଇଛନ୍ତି। ୫ ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ମାଡ଼ ମାରି ଲୁଟିନେଲେ ୫ ଲକ୍ଷ ଟଙ୍କାର ସୁନାଗହଣା।

powered by social2s