ପୁରୀ ବାଣ ବିସ୍ଫୋରଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ : ପୁରୀ ଚନ୍ଦନ ଯାତ୍ରା ବେଳେ ହୋଇଥିବା ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା। ବାଣ ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିଲା ଅଭିଯୁକ୍ତ ଚନ୍ଦନ ଭୋଇ। ସୁସ୍ଥ ହୋଇ ଫେରିବା ପରେ ଚନ୍ଦନକୁ ଗିରଫ କରିଛି କୁମ୍ଭାରପଡ଼ା ଥାନା ପୋଲିସ। ଚନ୍ଦନ ନାଁରେ ରହିଛି ଅନେକ ମାମଲା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ହୋଇଥିଲା ବିସ୍ଫୋରଣ। ଏଥିରେ ୧୩ ଜଣ ପ୍ରାଣ ହରାଇଥିଲେ।

powered by social2s