ପାଳଗଦାରୁ ଶିଶୁ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଖଣ୍ଡପଡ଼ା ଗାଁରେ ରେ ପାଳଗଦାରୁ ଏକ ନବଜାତ ଶିଶୁ ଉଦ୍ଧାର ହୋଇଥିବା ସୂଚନା। ଉଦ୍ଧାର ପରେ ଶୁଶୁଟିକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ କୁ ଦେଖିବା ପରେ ଦଶପଲ୍ଲା ଥାନା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ।

powered by social2s