ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାଳୁରିଆ ବ୍ରାହ୍ମଣୀ ନଦୀ ଘାଟରେ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲାବେକେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ କାଳୁରିଆ ଗାଁର ନରୋତ୍ତମ ବେହେରା ଓ ରାଜୀବ ବେହେରା। ଗୁରୁତର ଶ୍ରୀକାନ୍ତ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି।
powered by social2s

