Warning: getimagesize(/home/odiaray/public_html/images/IMG-20250430-WA0014.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20250430-WA0014.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଏକ୍ସଆଇଏମ୍ ୟୁନିଭର୍ସିଟିର ୯ତମ ୟୁଜି କନ୍‌ଭୋକେସନ୍ ରେ ୫୬୦ ଜଣଙ୍କୁ ୟୁଜି ଡିଗ୍ରୀ ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ଵର: ଏକଆଇଏମ୍ ଅନୁଭର୍ସିଟିକ ୯ତମ ପୂର୍ତ୍ତି କନ୍‌ଭୋକେସନ ଦୁଧବାର ନୂଆ କ୍ୟାମ୍ପସରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଭାଗର ୫୬୦ ଜଣଙ୍କୁ ମୂଳି ନିଗ୍ରୀ ପ୍ରଦାନ କରାଯାଇଛି, ଯେଉଁଥିରେ ବର୍ଷ ବର୍ଷ ଧରି ଶିକ୍ଷାନୁଷ୍ଠାନକ ସଫଳତା ପ୍ରତିଫଳିତ ହୋଇଛି । ଏହି ୟୁନିଭର୍ସିଟିର ଛାତ୍ରୀଛାତ୍ରଙ୍କ ଆଗାମୀ ଭବିଷ୍ୟତ ସଫଳ ହେଉ ବୋଲି ଆମନ୍ତ୍ରିତ ଅତିଥିମାନେ ମତପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଅଛୁଳା ଯୋଗଦେଇ ନେତୃତ୍ବ, ଅକ୍ଷତା ଏବଂ ରାଷ୍ଟ୍ର ନିର୍ମାଣରେ ଯୁବକମାନଙ୍କର ଭୂମିକା ବିଷୟରେ ବୁଝାଇଥିଲେ । ଯୁବ ସ୍ନାତରଧାରୀମାନେ ଆଗକୁ କିପରି ବଢିବେ ସେ ନେଇ ପ୍ରେରଣା ଦେଇଥିଲେ। ଉପସ୍ଥିତ ବିଶିଷ୍ଟ ମାନ୍ୟଗଣା ବ୍ୟକ୍ତିକ ମଧ୍ୟରେ ଏକଆଇଏମ୍ ବିଶ୍ଵବିଦ୍ୟାଳୟର ରାଇସ୍ ଚାନ୍‌ଳର ଫାଦର୍ ଆଟୋନି ଆର୍ କରାର ଏସ୍. କେ. ରେଜିଷ୍ଟ୍ରାର ଫାଦର ଏସ୍. ଆସେନି ରାଜ୍ ଏସ୍ପ୍ରେ, ମୁଖ୍ୟ ଆର୍ୟ୍ୟକ ଅଧୁକାର ଆରୋଳିଆ ବାସ ଡାଆୟାନ୍, ପରୀକ୍ଷା ନିୟନ୍ତ୍ରକ ଅଧିକାରୀ ପ୍ରଫେସର ଭି.ଆର୍ ସତୀଶ କୁମାର, ବିଭିନ୍ନ ସ୍କୁଲ୍‌ର ଜିନ୍, ପ୍ରଫେସର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ସ୍କୁଲ ଅଫ ସଷ୍ଟେନେବିରିଟିର କିନ୍ ପ୍ରଫେସର ସୁତାପା ପଳି ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ରାଜସ୍ ଟାନୁଜର ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରେ ସମ୍ବନ୍ଧିତ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଉପସ୍ଥାପିତ ବିଭିନ୍ନ ବିଦ୍ୟାଳୟରେ ଶୀର୍ଷ ମାନ୍ୟଳାଧାରୀଙ୍କୁ ଏକାଡେମିଜ୍‌ ଏକ୍ସଲେନ୍‌ ସହଜ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ଶେଷରେ ରେଜିଷ୍ଠାଲ୍ ଫାଦର ଏସ୍. ଆଗେହି ଗାନ୍ ଏସ୍କେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜଣାଇ ସଭା ଶେଷ କରିଥିଲେ । ଏଆଇଏମ୍ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର ଏକ ଗୁଣାତ୍ମକ ଶିକ୍ଷା, ନେତୃତ୍ବ ଏବଂ ସାମାଜିକ ଦାୟିତ୍ଵ ପ୍ରତିପାଦନ କରିବା ଆଦି ଜାରି ରଖୁଛି ।

powered by social2s