ଯାଜପୁର: ଯାଜପୁର ଜିଲ୍ଲାରେ ଟ୍ରାକ୍ଟର ଓଲଟି ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରାକ୍ଟର ଓଲଟି ଅଜା, ଆଈ ସହ ନାବାଳକ ନାତିର ଜୀବନ ଯାଇଛି। ବାଲିଚନ୍ଦ୍ରପୁର ଥାନା ବାହାଦୁର ନଗରରେ ଘଟିଛି ଦୁର୍ଘଟଣା। ଅଜା, ଆଈଙ୍କ ସହ ଘରକୁ ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର।
powered by social2s