ଜଗତସିଂହପୁର: ନକଲି କ୍ଷୀର ଗୋଦାମରେ ଚଢ଼ାଉ କରିଛି ପୋଲିସ। ବାଲିକୁଦାର ତରାସାହିରେ ଥିବା ଗୋଦାମରେ ଜିଲ୍ଲା ପ୍ରଶାସନର ୫ ଜଣିଆ ଟିମ୍ ଦ୍ବାରା ଚଢାଉ ହୋଇଛି। ବସ୍ତା ବସ୍ତା ଅପମିଶ୍ରିତ କ୍ଷୀର ପାଉଡର ଜବତ କରାଯାଇଛି। ଦୀର୍ଘ ଦିନ ଧରି ଚାଲିଥିଲା ନକଲି କ୍ଷୀର ବେପାର ଅପମିଶ୍ରିତ କ୍ଷୀର OMFEDକୁ ସପ୍ଲାଏ ହେଉଥିବା ଅଭିଯୋଗ ହୋଇଛି।
powered by social2s

