ଓଡ଼ିଶାରେ ତଟବର୍ତ୍ତୀ ଅଞ୍ଚଳର କିଛି ସ୍ଥାନକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ନୌସେନା ପକ୍ଷରୁ କରାଯାଉଛି ପାଟ୍ରୋଲିଙ୍ଗ। ତଟବର୍ତ୍ତୀ ଅଞ୍ଚଳର କିଛି ସ୍ଥାନକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି। ଏହି ସ୍ଥାନରେ ଦ୍ରୋନ ଉଡାଇବା ପାଇଁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି। ଡ୍ରୋନ ଉଡ଼ାଇବାକୁ ନେଇ ସଚେତନ ମୂଳକ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବିଚଳିତ ହୁଅନ୍ତୁ ନାହିଁ, ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ ବୋଲି ଜନସାଧାରଣଙ୍କୁ ସୂଚନା ଦେଲେ ମନ୍ତ୍ରୀ।

powered by social2s