ବାଲେଶ୍ୱରରେ ଟ୍ରକରୁ ୪୦ ରୁ ଅଧିକ ଗୋରୁ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖେଡ଼ାସାହିରେ ଏକ ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି। ଟ୍ରକରୁ ୪୦ ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି। ପୋଲିସ ଦ୍ୱାରା ଟ୍ରକକୁ ଜବତ କରାଯାଇଛି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା। ଟ୍ରକଟି ପଶ୍ଚିମବଙ୍ଗ ଯାଉଥିବା ଜଣାପଡ଼ିଛି।

powered by social2s