ଭୁବନେଶ୍ୱର : ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ ଧାରଣା ଦେଲେ ସେଵା ପ୍ରତିନିଧି। ପ୍ରଭୁ ଲିଙ୍ଗରାଜଙ୍କ ୧୪ଟି ନୀତି ରୁ ୧୦ଟି ନୀତି ବନ୍ଦ ହେବାରୁ କ୍ଷୋଭ ପ୍ରକାଶ କରାଯାଇଛି। ଶ୍ରୀଲିଙ୍ଗରାଜଙ୍କ ଚାପକୁ କପିଳନାଥ ଆସିବା କଥା, କିନ୍ତୁ କପିଳନାଥ ମଣିକର୍ଣ୍ଣିକା ପୋଖରୀରେ ଚାପ ଖେଳୁଛନ୍ତି। ତେଣୁ ଲିଙ୍ଗରାଜଙ୍କ ନୀତି ଶୃଙ୍ଖଳିତ ହେଉ। ଲିଙ୍ଗରାଜ ଆଇନ ଅଣାଯାଉ ବୋଲି ସେବା ପ୍ରତିନିଧି ପକ୍ଷରୁ ଦାବି କରାଯାଇଛି।
powered by social2s

