ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଠେଲକୋଲି ଅଞ୍ଚଳରେ ୨୩ଟି ବେଆଇନ୍ ପାଉଁଶ ବୋଝେଇ ଟ୍ରକ୍ ଜବତ ହୋଇଛି। ଝାରସୁଗୁଡାରୁ ଆଣି ବେଆଇନ୍ ଭାବେ ଠେଲକୋଲି ଅଞ୍ଚଳରେ ଏକ ସରକାରୀ ହାଇ ସ୍କୁଲ୍ ନିକଟରେ ପାଉଁଶ ଗଦା କରାଯାଉଥିବା ଅଭିଯୋଗ ହୋଇଛି। ପ୍ରତିଦିନ ରାସ୍ତା କଡ଼ରେ ପଡ଼ୁଥିଲା ସହ ସହ ଟନ୍ ପାଉଁଶ।
powered by social2s

