ଭୁବନେଶ୍ୱର ବାର୍ ରେ ଗୁଳିମାଡ଼ ଘଟଣା: ଆଉ ଦୁଇ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା କସ୍ମସ କ୍ଲବ ବାର୍ ରେ ଗୁଳିମାଡ଼ ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଦଧିବାମନ ଜେନା ଓ କୃଷ୍ଣ ଚନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଅପରାଧରେ ବ୍ୟାହବୃତ ବନ୍ଧୁକ ଜବତ କରିଛି ପୋଲିସ। ଘଟଣାରେ ଗିରଫ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି। ବାର୍ ର ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ ହୋଇଥିଲା।

powered by social2s