ଭୁବନେଶ୍ୱର: ପ୍ରକାଶ ପାଇଲା CBSE ଦଶମ ପରୀକ୍ଷାଫଳ ଦ୍ବାଦଶରେ ୯୩. ୬୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍ ହାର ରହିଛି ୯୫ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୧. ୬୩ ପ୍ରତିଶତ। ଓଡ଼ିଶା ପାସ୍ ହାର ରହିଛି ୯୨. ୪୦ ପ୍ରତିଶତ। ଭୁବନେଶ୍ବରରେ ପାସ୍ହାର ରହିଛି ୯୨.୬୪%। ଛାତ୍ରୀଙ୍କ ପାସ୍ ହାର ରହିଛି ୯୩.୩୪ ପ୍ରତିଶତ। ଛାତ୍ରଙ୍କ ପାସ୍ ହାର ୯୧. ୫୭ ପ୍ରତିଶତ ଥିବା ସୂଚନା।
powered by social2s

