ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ଭୁବନେଶ୍ୱର କ୍ଷେତ୍ର ପାସ୍ ହାର ରହିଛି ୮୩. ୬୪ ପ୍ରତିଶତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଦ୍ୱାଦଶ ପାସ୍ ହାର ରହିଛି ୮୮. ୩୯ ପ୍ରତିଶତ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍ ହାର ୯୧. ୬୪ ପ୍ରତିଶତ ରହିଛି। ଛାତ୍ର ପାସ୍ ହାର ରହିଛି ୮୫. ୭୦ ପ୍ରତିଶତ। ଭୁବନେଶ୍ୱର କ୍ଷେତ୍ର ପାସ୍ ହାର ରହିଛି ୮୩. ୬୪ ପ୍ରତିଶତ ଥିବା ସୂଚନା। cbse.gov.in, cbseresults. nic.in ଓ results.cbse.nic.in ରେ ପରୀକ୍ଷାଫଳ ଉପଲବ୍ଧ ରହିଛି।

powered by social2s