ଏପ୍ରିଲ ୫ ରୁ ସକାଳୁଆ ହେବ ନିମ୍ନ ଅଦାଲତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଆସନ୍ତା ୫ ତାରିଖ ରୁ ସକାଲୁଆ ହେବ ନିମ୍ନ ଅଦାଲତ। ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି। ସକାଳ ୭ ଟା ରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ। ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ସକାଳୁଆ କୋର୍ଟ ବ୍ୟବସ୍ଥା ଜାରି ରହିବ। ଏ ନେଇ ହାଇ କୋର୍ଟ ପକ୍ଷରୁ ଏକ ନିର୍ଦ୍ଧେଶନାମା ଜାରି ହୋଇଛି। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଓ ପୁରୀ ସଦର ଏହି ବ୍ୟବସ୍ଥା ରୁ ବାଦ।

powered by social2s