VSSUTରେ ରାଗିଙ୍ଗ ଅଭିଯୋଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ସମ୍ବଲପୁର: ସମ୍ବଲପୁର VSSUTରେ ଜଣେ ଛାତ୍ରକୁ ତାର ସିନିୟର ପିଲା ରାଗିଙ୍ଗ କରିଥିବାର ସୂଚନା ରହିଛି। 

ଏନେଇ ଆଣ୍ଟି ରାଗିଙ୍ଗ ସେଲ୍ ରେ ଅଭିଯୋଗ କରିଛନ୍ତି ପିଡୀତ ଛାତ୍ର। 

ଅଭିଯୋଗ କୁ ଭିତ୍ତି କରି VSSUT କତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। 

ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୂଳପତି ବିଭୂତି ଭୂଷଣ ପତି।

 

powered by social2s