ଭୁବନେଶ୍ୱର : ଦିନେ ଦୁଇ ଦିନରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏହି ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆଉ ବିଳମ୍ବ ହେବ ନାହିଁ, ତେଣୁ ପିଲା ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଲେ ମନ୍ତ୍ରୀ। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଚ୍ଚଶିକ୍ଷା ବିଭାଗକୁ ନିବେଦନ କରିବା ପରେ ବଢ଼ିଲା +୩ ପାଇଁ ନାମଲେଖା ଅବଧି। ଆଜି ଥିଲା +୩ ପାଇଁ ନାମଲେଖା ପାଇଁ ଶେଷ ତାରିଖ।
powered by social2s