ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ଓଡ଼ିଶା ସରକାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ଓଡ଼ିଶା ସରକାର। ୮୦ ଭାଗରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ବଢ଼ିଲା ଭତ୍ତା ଏବଂ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କ ବଢିଲା ଭତ୍ତା । ଜୁନ ସୁଦ୍ଧା ୮୦ ବର୍ଷ ହୋଇଥିଲେ ମିଳିବ ୩୫୦୦ ଟଙ୍କା ଭତ୍ତା । ଜୁନ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା।

powered by social2s