ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜୁନ୍‌ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ। ୪୩ ସରପଞ୍ଚ ପଦ ପାଇଁ ହେବ ଉପନିର୍ବାଚନ। ୨୭୨ଟି ୱାର୍ଡ ସଭ୍ୟ ପାଇଁ ବି ହେବ ଉପନିର୍ବାଚନ। ୨୬, ୨୮, ୨୯, ୩୦ ଓ ୩୧ରେ ହେବ ନାମାଙ୍କନ ଦାଖଲ। ଜୁନ୍ ୨ରେ ନାମାଙ୍କନ ଯାଞ୍ଚ, ୪ରେ ପ୍ରତ୍ୟାହାର। କାଲି ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ଜାରି ହେବ ନୋଟିସ୍।

powered by social2s