ନୀଳଗିରି: ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟର ଚେମଚଟାରୁ ୫ ଜଣ ଶିକାରୀ ଗିରଫ ହୋଇଛନ୍ତି। ଗୋଟିଏ ବନ୍ଧୁକ, ଧନୁ ତୀର, ହରିଣ ଶିଙ୍ଗ ଓ ବାରହା ଫାସ ଜବତ ହୋଇଛି। ଅଭୟାରଣ୍ୟରେ ଲାଗିଥିବା ଟ୍ରାପ କେମେରା ସହଯୋଗରେ ଗିରଫ ହୋଇଥିବା ସୂଚନା।
powered by social2s