ଟ୍ରକ୍ କୁ ଧକ୍କା ଦେଲା କାର୍, ୨ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ଲଡୁଖାଇ ନିକଟରେ ଟ୍ରକ୍ କୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଉଛନ୍ତି ମନିଷ ଗୁପ୍ତା ଏବଂ ସୁବ୍ରତ ସାହୁ। ଡିଭାଇଡରରେ ପିଟି ଦେଇ ଟ୍ରକ ସହ ଧକ୍କା ଦେଲା କାର୍।

powered by social2s