ଭୁବନେଶ୍ୱର: ଜନଶୁଣାଣି ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଦିଆଯାଇଛି ନିର୍ଦେଶ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ବିଭାଗର ସଚିବ ଓ ପ୍ରମୁଖ ସଚିବଙ୍କୁ ନିର୍ଦେଶ ଜାରି ହୋଇଛି। ନିର୍ଦେଶ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସପି ଙ୍କୁ ଚିଠି କରାଯାଇଛି। ଜାଣିଶୁଣି କାର୍ଯ୍ୟରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ। ଅଭିଯୋଗ ଗୁଡ଼ିକୁ ଅଗ୍ରାଧିକାର ସହ ସମାଧାନ ଉପରେ ଦିଆଯାଇଛି ଗୁରୁତ୍ୱ। ପୂର୍ବରୁ ଫେବ୍ରୁଆରୀ ୪ରେ ହୋଇଥିଲା ନିର୍ଦେଶ।
powered by social2s