ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲା ଦ୍ୱିତୀୟ କୋଭିଡ୍ ମାମଲା। ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ସୂଚନା। ରାଜ୍ୟରେ ପ୍ରଥମ କୋଭିଡ୍ ମାମଲା ୬ ଦିନ ପୁର୍ବରୁ ଚିହ୍ନଟ ହୋଇଥିଲା।
powered by social2s