ଭୁବନେଶ୍ୱର: ଆସିଲା ବଲାଙ୍ଗୀର ‘ପାର୍ସଲ ବୋମା’ ମାମଲା ରାୟ। ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା। ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା ହୋଇଛି। ରାୟ ଶୁଣାଇଲେ ପାଟଣାଗଡ଼ ADJ କୋର୍ଟ।
powered by social2s