ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ୫ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରେଢ଼ାଖୋଲ: ବସ୍‌କୁ ପଛରୁ ପିଟିଲା ଟ୍ରକ୍‌। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଗୁରୁତର ଆହତ ହୋଇଥିବା ସୂଚନା। ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଲୁହାପଙ୍କ ନିକଟରେ ଦୁର୍ଘଟଣା ଘଟିଛି। ଛେଣ୍ଡିପଦାରୁ ସମ୍ବଲପୁର ଯାଉଥିବା ଯାତ୍ରୀବାହୀ ବସ୍‌।

powered by social2s