ମିଳିଲା ଲୁଟ ବିସ୍ଫୋରକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ଼: ଗତ ୨୭ରେ ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟ୍ ହୋଇଥିଲା ବିସ୍ଫୋରକ ଜବତ କରାଯାଇଛି। ଲୁଟର ୩ ଦିନ ପରେ ୪ ଟନ୍‌ରୁ ପ୍ରାୟ ୩ ଟନ୍ ବିସ୍ଫୋରକ ଜବତ ହୋଇଥିବା ସୂଚନା। ୪୦ରୁ ଅଧିକ ମାଓବାଦୀ ଲୁଟି ନେଇଥିଲେ ବିସ୍ଫୋରକ। ଝାଡ଼ଖଣ୍ଡ ସିଂହଭୂମ ତିରଲପୋଷିରୁ ଜବତ ହୋଇଥିବା ଜଣାପଡ଼ିଛି।

powered by social2s